ଆଗକୁ ପେଟ୍ରୋଲରେ ମିଶ୍ରିତ ଇନ୍ଧନ : ନଚେତ ଦେବାକୁ ହେବ ଅଧିକ ଟଙ୍କା

ନୂଆଦିଲ୍ଲୀ: ଆଜି ୨୦୨୨-୨୩ ବର୍ଷ ପାଇଁ ଆର୍ଥିକ ବଜେଟ୍ ଘୋଷଣା କରାଯାଇଛି। ଏହି ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ଘୋଷଣା କରିଛନ୍ତି। ଏବେ ତୈଳ ଦର ଉପରମୁହାର୍ ରହିଥିବା ବେଳେ ଆଗକୁ ଏହା ଆହୁରି ମହଙ୍ଗା ହେବ ବୋଲି କହିଛନ୍ତି ନିର୍ମଳା ସୀତାରମଣ। ଯଦି ଲୋକେ ମିଶ୍ରିତ ଇନ୍ଧନର ବ୍ୟବହାର ନକରନ୍ତି, ତେବେ ସେମାନଙ୍କୁ ୨ଟଙ୍କା ଅଧିକ ଦେଇ ନିଜ ଗାଡ଼ିରେ ପେଟ୍ରୋଲ ପକାଇବାକୁ ହେବ ବୋଲି … Continue reading ଆଗକୁ ପେଟ୍ରୋଲରେ ମିଶ୍ରିତ ଇନ୍ଧନ : ନଚେତ ଦେବାକୁ ହେବ ଅଧିକ ଟଙ୍କା